
ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବୁର୍ଲା ଭିସୁଟ୍ ୨ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଭିସୁଟ୍ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ । କରୋନା ପଜିଟିଭ ଚିହ୍ନଟ ପରେ ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ବିଶୋଧନ କରିବା ପାଇଁ କ୍ୟାମ୍ପସ ବନ୍ଦ ରହିବ ବୋଲି ଜଣାଯାଇଛି।
from ଜିଲ୍ଲା – Sambad https://ift.tt/309OSGM
0 Comments