
ବ୍ରହ୍ବପୁର: ଗତ ଦୁଇ ଦିନ ତଳେ ନିଖୋଜ ହୋଇଥିବା ଗଞ୍ଜାମ ଜିଲ୍ଲାର ପଞ୍ଚମା ଗ୍ରାମର ଯୁବକଙ୍କର ମୃତଦେହ ବୁଧବାର ଉଦ୍ଧାର ହୋଇଛି। ପଞ୍ଚମା ଗ୍ରାମ ନିକଟରେ ଥିବା ଘଡ଼କା ନାଳ ନିକଟରୁ ଏହି ମୃତଦେହ ଉଦ୍ଧାର ହୋଇଥିବେ ସୂଚନା ରହିଛି।
ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଗଉରା ମଣ୍ଡଳ। ତାଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ। ଗଉରାଙ୍କ ଦେହ ସାରା କ୍ଷତ ଚିହ୍ନ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
The post ଗଞ୍ଜାମ: ନାଳ ନିକଟରୁ ଉଦ୍ଧାର ହେଲା ୨ ଦିନ ତଳେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ first appeared on Sambad.
from ଜିଲ୍ଲା – Sambad https://ift.tt/2HKutBW
0 Comments