କଟକ: କଟକ ଜିଲ୍ଲାର କାନପୁର ଥାନା ଅନ୍ତର୍ଗତ ଏକଡ଼ାଳ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ଗ୍ରାମର ଅଚ୍ୟୁତ ଦେହୁରୀଙ୍କ ପତ୍ନୀ ରାଧାମଣି ଦେହୁରୀ। ତାଙ୍କ ବୟସ ୫୨ ବୋଲି ଜଣାପଡ଼ିଛି।

 

The post କଟକ: ବିଷାକ୍ତ ସାପ କାମୁଡ଼ାରେ ମହିଳା ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/3oBzxt1