
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ସହର ପଞ୍ଚମୁଖୀ ଛକଠାରେ ଥିବା ପୋଷ୍ଟ ଅଫିସ୍ ଏଟିଏମ ଭିତରେ ଏକ ନାଗସାପ ପଶିଯାଇଛି। ଲୋକେ ଭୟରେ ଗତ ୧୯ ତାରିଖ ସନ୍ଧ୍ୟାରୁ ଏହି ଏଟିଏମରୁ ଟଙ୍କା ଉଠାଇବାକୁ ଯାଉନାହାନ୍ତି । ତେବେ ପୋଷ୍ଟ ଅଫିସ ଷ୍ଟାଫ୍ ୨୪ଘଣ୍ଟା ଲୋକଙ୍କ ସୁରକ୍ଷା ପାଇଁ ଏଟିଏମ୍ ସମ୍ମୁଖରେ ଜଗି ବସିଛନ୍ତି।
ଗତକାଲି ବନ୍ୟ ବିଭାଗର କର୍ମଚାରୀମାନେ ନାଗସାପକୁ ଏଟିଏମ୍ ଭିତରୁ ଧରିବାରେ ବିଫଳ ହୋଇଛନ୍ତି। ଏହାଫଳରେ ଏହି ଏଟିଏମଟି ବନ୍ଦ ରହିଛି।
The post କୁଚିଣ୍ଡା ପୋଷ୍ଟ ଅଫିସ୍ ଏଟିଏମ୍ ଭିତରେ ନାଗସାପ first appeared on Sambad.
from ଜିଲ୍ଲା – Sambad https://ift.tt/37mLCMt
0 Comments