
ପୁରୀ: ଆଜି ଶ୍ରୀଜିଉଙ୍କର ନାଗାର୍ଜୁନ ବେଶର ଅନୁକୂଳ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଦୀର୍ଘ ୨୫ ବର୍ଷର ପରେ ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶର ଅନୁକୂଳ ଆଜି ସକାଳ ୯ଟା ସମୟରେ ଆରମ୍ଭ ହୋଇଛି। ଚକ୍ରକୋଟ ବଳରାମ ଖୁଣ୍ଟିଆ ଏହାର ଅନୁକୂଳ କରିଛନ୍ତି। ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ଶ୍ରୀଜିଉ ସଜେଇ ହେବେ ।
The post ଶ୍ରୀଜିଉଙ୍କର ନାଗାର୍ଜୁନ ବେଶର ଅନୁକୂଳ ଆରମ୍ଭ first appeared on Sambad.
from ଜିଲ୍ଲା – Sambad https://ift.tt/31Ix8D9
0 Comments