କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମାଞ୍ଚଳ ରେଞ୍ଜ ମଝିଖମଣ ସାହିର ନେତ୍ରମଣି ସାହୁ। ସେ ବିଲକୁ ଯାଉଥିବା ବେଳେ ହାତୀପଲ ସହ ମୁହାଁମୁହିଁ ହୋଇଯାଇଥିଲେ। ଏହାପରେ ଏକ ହାତୀ ନେତ୍ରମଣିଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ନେତ୍ରମଣିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।



from ଜିଲ୍ଲା – Sambad https://ift.tt/33nsHio