ମାଲକାନଗିରି: ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବୋ ଥାନା ଅଞ୍ଚଳରୁ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଓ ବିଏସଏଫର ମିଳିତ ଅପରେସନ୍ ସମୟରେ ମୁକୁଡ଼ିପଲ୍ଲୀ, ବେଇଜିଂ, ଜଂପଲୁରୁ, ପାରଲୁବନ୍ଧା ଓ ଗୁରାସେତୁ ନିକଟରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।

ଏହାଛଡ଼ା ଗୋଟିଏ ଦେଶୀ ରିଭଲଭର୍, ଇଲେକ୍ଟ୍ରୋନିକ୍ ଡିଟୋନେଟର୍ ଓ  କିଛି ମାଓ ପତ୍ରିକା ବି ଉଦ୍ଧାର ହୋଇଥିବାର ଖବର ମିଳିଛି।

The post ମାଲକାନଗିରି: ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3dV9Df5