
ଆନନ୍ଦପୁର: ଆଜି ପାହାନ୍ତା ପୂର୍ବରୁ ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ନନ୍ଦିସାହିରେ ଅଗ୍ନିକାଣ୍ଡ କାରଣରୁ ୪ ବଖରା ଘର ପୋଡ଼ିଯାଇଛି।
ରାତି ପ୍ରାୟ ୩:୧୫ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବାଇଧର ମୁଦୁଲି ଓ ଘନଶ୍ୟାମ ମୁଦୁଲିଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଜଣାପଡ଼ିଛି। ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ।
ବିଜୁଳି ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
The post ଆନନ୍ଦପୁରରେ ଅଗ୍ନିକାଣ୍ଡ ଯୋଗୁଁ ପୋଡ଼ିଗଲା ୪ ବଖରା ଘର first appeared on Sambad.
from ଜିଲ୍ଲା – Sambad https://ift.tt/36hy04j
0 Comments