ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଵଡେଗାସ୍ଥିତ ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଵୃତ୍ତମାନେ ମଧ୍ୟରାତ୍ରୀରେ ଏହି କାଣ୍ଡ କରିଥିବା ଅନୁମାନ କରାଯାଉଛି। ତେବେ ସେମାନେ ଏଟିଏମରୁ ଟଙ୍କା ଲୁଟିବାରେ ସଫଳ ହୋଇ ନଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ସୁନ୍ଦରଗଡ଼: ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ first appeared on Sambad.



from ଜିଲ୍ଲା – Sambad https://ift.tt/3n56D2L