କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀଠାରେ ଘନକୁହୁଡ଼ି ଯୋଗୁ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିିକିତ୍ସା କରାଯାଉଛି। ପଟାଙ୍ଗୀ ଥାନା ଏନ୍‌ଏଚ୍‌-୨୬ ସିପାଲପୁଟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଘନକୁହୁଡ଼ି ହେତୁ ରାସ୍ତା ଠିକ୍‌ ଭାବେ ଦିଶୁନଥିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

The post ପଟାଙ୍ଗୀରେ ଘନକୁହୁଡ଼ି ହେତୁ ଦୁର୍ଘଟଣା ଘଟି ଜଣେ ମୃତ, ଅନ୍ୟ ଜଣେ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3ajXcJR