
ପୁରୀ : ପୁରୀ ଏସ୍ପିଙ୍କ ନାମରେ ଆଉ ଏକ ନକଲି ଫେସ୍ବୁକ୍ ଆଇଡି ଖୋଲାଯାଇଛି। ଆଜି ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ପୁଲିସ ଗୁରୁତ୍ବର ସହିତ ନେଇଛି। ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।
ପୁରୀରେ ଏହି ଭଳି ଅନେକ ସାଇବର ଅପରାଧ ଚାଲିଥିଲେ ମଧ୍ୟ ଏଠାରେ କୌଣସି ସାଇବର ଥାନା ଖୋଲାଯାଇନାହିଁ। ଆଗାମୀଦିନରେ ପୁରୀରେ ସାଇବର ସେଲ୍ କିମ୍ବା ଏକ ଥାନା ଖୋଲିବାକୁ ସାଧାରଣରେ ଦାବି ହୋଇଛି।
The post ଏସ୍ପିଙ୍କ ନାଁ’ରେ ନକଲି ଫେସ୍ବୁକ୍ ଆକାଉଣ୍ଟ first appeared on Sambad.
from ଜିଲ୍ଲା – Sambad https://ift.tt/2Mst3xW
0 Comments