କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା କେତେବେଳେ ହୋଇଛି କେହି ଜାଣି ନ ଥିବା ବେଳେ ଆଜି ସେଇ ରାସ୍ତା ଦେଇ କିଛି ଗ୍ରାମବାସୀ ଯାଉଥିବା ବେଳେ ମୃତ୍ୟୁ ଦେହ ଖିନଭିନହୋଇ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ଏହି କାରଣରୁ ମୃତକଙ୍କର ପରିଚୟ ମିଳିବା ବି ସମ୍ଭବ ହୋଇପାରିନି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

The post ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ: ମୃତକଙ୍କ ପରିଚୟ ଏଯାବତ୍ ମିଳିନାହିଁ first appeared on Sambad.



from ଜିଲ୍ଲା – Sambad https://ift.tt/2ZnY2yo