
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁକୁନ୍ଦପୁରପାଟଣା ଜିଆର୍ଏସ୍ଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଜିଆର୍ଏସ୍ ସୌଭାଗ୍ୟଲକ୍ଷ୍ମୀଙ୍କ ବାସଭବନ, ଅଫିସ ଏବଂ ହୋଟେଲ ସମେତ ୪ଟି ସ୍ଥାନରେ ଏକାସାଙ୍ଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି।
The post ମୁକୁନ୍ଦପୁରପାଟଣା ଜିଆର୍ଏସ୍ଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ first appeared on Sambad.from ଜିଲ୍ଲା | Sambad https://ift.tt/3lFUT7s
0 Comments