ପୁରୀ : ଜଣେ ଭକ୍ତ ମହାପ୍ରଭୁଙ୍କ ପାଇଁ ୩୧ କେଜି ରୁପା ଦାନ କରିଛନ୍ତି। ରବିବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଭକ୍ତ ଜଣକ ଏହି ରୁପା ଦାନ ଦେଇଛନ୍ତି।ଏହି ଦାନ ରୂପାରେ ମହାଲଷ୍ମୀ ଓ ବିମଳାଙ୍କ ମନ୍ଦିର ପ୍ରଭା ନିର୍ମାଣ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

The post ମହାପ୍ରଭୁଙ୍କ ପାଇଁ ୩୧ କେଜି ରୁପା ଦେଲେ ଭକ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/2Pc2oam