କଟକ : ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ୬ଜଣ ଇନ୍‌ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗର ବିଜ୍ଞପ୍ତି ନମ୍ବର ୧୬୭୧୩ ଅନୁସାରେ ଇନ୍‌ସପେକ୍ଟର ମନୋଜ କୁମାର ରାଉତ, ସୂର୍ଯ୍ୟମଣି ପ୍ରଧାନ, ଇତି ଦାସ, ରବିନାରାୟଣ ପାଢୀ, ପୁଷ୍ପଲତା ବାରିକ ଓ ଅତନୁ କୁମାର ରାଉତ ପ୍ରମୁଖଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମାନଙ୍କୁ କେଉଁଠି ନିଯୁକ୍ତି ଦିଆଯିବ ସେ ନିର୍ଦ୍ଦେଶନାମା ଡିଜି/ଆଇଜି ପୁଲିସ ନିର୍ଧାରଣ କରିବେ। ଡେପୁଟେସନରେ ଥିଲେ ସେମାନଙ୍କୁ ତାଙ୍କ ମୂଳ ବିଭାଗକୁ ଫେରାଇ ଅଣାଯାଇପାରିବ।

The post ୬ ଇନ୍‌ସପେକ୍ଟରଙ୍କ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି first appeared on Sambad.

from ଜିଲ୍ଲା | Sambad https://ift.tt/3tWeSlU