ମାଲକାନଗିରି: ମାଓବାଦୀଙ୍କ ବର୍ବର କାଣ୍ଡ। ଦୁଇ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ମିଲମପଲ୍ଲି ଜଙ୍ଗଲରେ ମାଓବାଦୀ ଘଟାଇଛନ୍ତି ଏଭଳି ଘଟଣା। ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ। ମୃତ ଛାତ୍ରଦ୍ବୟ ତାତି ହିଡ଼ମା ଏବଂ ମାଡ଼କାମ ଅର୍ଜୁନ। ଏନେଇ ସୂଚନା ଦେଇଛନ୍ତି ସୁକମା ଏସପି କେ ଏଲ୍ ଧ୍ରୁବ।

The post ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ସ୍କୁଲ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ first appeared on Sambad.

from ଜିଲ୍ଲା | Sambad https://ift.tt/3gnqYQP