
ସୁନ୍ଦରଗଡ଼: ଆଜି ସକାଳୁ ରୋଗୀଙ୍କୁ ଛାଡ଼ି ଡାକ୍ତରଖାନା ଫେରୁଥିବା ଏକ ଆମ୍ବୁଲାନ୍ସ (ଓଡି ୧୬ ଜି- ୫୨୨୯) ଝୁରିମାଲ କାନମୁରଲାଯୋର୍ (ନାଳରେ) ଖସି ଓଲଟି ପଡ଼ିଛି। ନାଳ ପାଖରେ ଗାଡ଼ିଟି ଭାରସାମ୍ୟ ହରାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ତେଵେ ଚାଳକ ବର୍ତ୍ତିଯାଇଥିବା ସୂଚନା ମିଳିଛି।
The post ନାଳକୁ ଖସି ଓଲଟିଲା ଆମ୍ଵୁଲାନ୍ସ first appeared on Sambad.from ଜିଲ୍ଲା | Sambad https://ift.tt/3atwSML
0 Comments