ପାରାଦୀପ: ଆଜି ପାରାଦୀପରେ ବ୍ରାଉନ୍ ସୁଗାର ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପାରାଦୀପ ଲକ୍ ଥାନା ଅଧିକାରୀ ଜଣେ ଅଭିଯୁକ୍ତ ପାଖରୁ ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛନ୍ତି।

ଏଥି ସହିତ ଅଭିଯୁକ୍ତ ଶମ୍ଭୁ ମଜୁମଦାରଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଏକ ମୋଟର ସାଇକେଲ୍ ବି ଜବତ ହୋଇଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

The post ବ୍ରାଉନ୍ ସୁଗାର ଜବତ, ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3ymtNrU