ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକାସ୍ଥିତ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଧାନମଣ୍ଡିକୁ ଚାଷୀଙ୍କ ଧାନ ନ ଆଣି ସିଧାସଳଖ ମିଲ୍‌କୁ ପଠାଇଦିଆଯାଉଛି। ଫଳରେ ଆର୍‌ଏମ୍‌ସି ମଣ୍ଡିରେ ନିୟୋଜିତ ଶ୍ରମିକମାନେ ଲୋଡିଂ ଅନ୍‌ଲୋଡିଂ ବାବଦ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହାର ପ୍ରତିବାଦରେ ଏହି ଶ୍ରମିକମାନେ ସୋମବାର ଆର୍‌ଏମ୍‌ସି ଗେଟ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି।

The post ଆର୍‌ଏମ୍‌ସି ଗେଟ୍‌ରେ ତାଲା ପକାଇ ଶ୍ରମିକଙ୍କ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3p7B0b7