
ରାଉରକେଲା : ବାତ୍ୟା ୟାସ୍ ଯୋଗୁଁ ଆସନ୍ତା ୨୪ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ରେଗୁଲାର ଓ ବ୍ୟାକ୍ ପେପର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବ୍ଶୀଘ୍ର ପୁନଃ ତାରିଖ ଘୋଷଣା ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।
The post ବିପିୟୁଟି ଅନ୍ଲାଇନ୍ ପରୀକ୍ଷା ସ୍ଥଗିତ first appeared on Sambad.from ଜିଲ୍ଲା | Sambad https://ift.tt/3vfUT2d
0 Comments