ସୋନପୁର : ଅୱୋଲି ସୁନୀଲ ନରଭଣେ ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଅଛନ୍ତି। ସେହିପରି ସୁବର୍ଣ୍ଣପୁରର ଜିଲ୍ଲାପାଳ ମୋନିଷା ବନର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଭାବରେ ବଦଳି ହୋଇଛି।

The post ଅୱୋଲି ସୁନୀଲ ନରଭଣେ ସୁବର୍ଣ୍ଣପୁରର ନୂଆ ଜିଲ୍ଲାପାଳ first appeared on Sambad.

from ଜିଲ୍ଲା | Sambad https://ift.tt/3AdV6Gb