
କେସିଙ୍ଗା: ଟ୍ରେନ ଯୋଗେ ଅମ୍ଲଜାନ ପରିବହନ ବେଳେ କଂଟେନରରୁ ଅମ୍ଲଜାନ ନିର୍ଗତ । କେସିଙ୍ଗା ରେଳଷ୍ଟେସନ ନିକଟରେ କଂଟେନରରୁ ଅମ୍ଲଜାନ ନିର୍ଗତ ସୂଚନା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚି ଏହି ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ୨୦ରୁ ଅଧିକ କଂଟେନରରେ ଅମ୍ଲଜାନ ଝାରୁସୁଗୁଡାଠାରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ କେସିଙ୍ଗା ଷ୍ଟେସନ ନିକଟରେ ଲିକ ବିଷୟ ଜଣାପଡିଥିଲା । ଝାରୁସୁଗୁଡାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଳବାଇ ପକ୍ଷରୁ କୁହାଯାଇଛି ।
The post ଅମ୍ଳଜାନ ପରିବହନ ବେଳେ କେସିଙ୍ଗା ରେଳଷ୍ଟେସନରେ ଗ୍ୟାସ ଲିକ first appeared on Sambad.from ଜିଲ୍ଲା | Sambad https://ift.tt/3v6Rce4
0 Comments