
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ ଗୋବର୍ଦ୍ଧନ ପଞ୍ଚାୟତସ୍ଥିତ ଗୋପାଳପୁର ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥା ହେଉନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ଗାଁ ମଝିରେ ୨ଫୁଟର ବର୍ଷା ପାଣି ବୋହି ଲୋକଙ୍କ ଘରେ ପଶୁଛି। ଗାଁ ରାସ୍ତା ଦେଇ ଯାତାୟାତ କରିବା ବି ସମ୍ଭବ ହେଉନାହିଁ। ତେଣୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପଞ୍ଚାୟତ ତଥା ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।
The post ଡ୍ରେନ୍ର ସୁବିଧା ନାହିଁ, ଲୋକଙ୍କ ଘରେ ପଶିଲା ପାଣି first appeared on Sambad.from ଜିଲ୍ଲା | Sambad https://ift.tt/2W9fZ5u
0 Comments