ରୁପସା: ଆଜି ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବସ୍ତା ଥାନା ଅଞ୍ଚଳରୁ ୨୪ଶହ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ମାମଲରେ ବସ୍ତା ଥାନା ଅନ୍ତର୍ଗତ କୁଣ୍ଡେଇ ଗ୍ରାମର ମଞ୍ଜୁଲତା ନାୟକ (୪୫), ଅମର୍ଦ୍ଦା ରୋଡର ମିଥୁନ ସିଂହ (୨୬) ଓ ବସନ୍ତପୁରର ଗୁଣଧର ମାରାଣ୍ଡି (୬୭)ଙ୍କୁ ଗିରଫ କରାଯାଇଛି।

The post ବିପୁଳ ପରିମାଣର ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ତିନି ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/35AfFhq