
ପାଳଲହଡା (ରଘୁନନ୍ଦନ ଆଚାର୍ଯ୍ୟ) : ପାଲଲହଡ଼ା ବ୍ଲକ ବାତିସୂଆଁ ପଞ୍ଚାୟତର ଶ୍ରୀରାମପୁର ଗ୍ରାମରେ ବଣୁଆ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଛି ।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ୧୦ଟା ବେଳେ ଧାନ ଖେତକୁ ଧାନ ଖାଇବାକୁ ଆସିଥିବା ବଣୁଆ ହାତୀଙ୍କୁ ଘୋଡାଇବାକୁ ଯାଇଥିବା ବେଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଅନାଦି ହଣ୍ଡିଆରି ନାମକ ଯୁବକକୁ ହାତୀ ଦଳିଦେବା ଯୋଗୁଁ ତାର ମୃତ୍ୟୁ ଘଟିଛି । ଖବରପାଇ ପାଲଲହଡ଼ା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
The post ପାଲଲହଡ଼ା : ହାତୀ ଆକ୍ରମଣରେ ଯୁବକର ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3mE3ZRD
0 Comments