କଟକ: ସାଆନ୍ତ ସାହି କୁମାରୋତ୍ସବ ସମିତି ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବକୁ କରୋନା କଟକଣା ମଧ୍ୟରେ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ସାହି ଅଧିକାରୀ ଧିରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଉତ୍ସବରେ ୩୯ ବର୍ଷ ପାଳନ ପାଇଁ ୩୯ଟି ଦୀପ ଲଗାଯାଇଥିଲା।

Sambad

ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ଦୟାନିଧି ରାଉତ, ସମିତି ସାଧାରଣ ସମ୍ପାଦକ ବରଦାକାନ୍ତ ମହାନ୍ତି, ତୁଷାରକାନ୍ତୀ ଶତପଥି, ଭକ୍ତବଲ୍ଲଭ ଦାସ, ସଦୟ ବୋଷ, ପ୍ରଶାନ୍ତ ଜେନା, ପାଣ୍ତବ ପ୍ରଧାନ, ଆଲୋକ ଖଟୁଆ, ଅକ୍ଷୟ ପ୍ରଧାନ, ଉମେଶ ସାହୁ, ଦେବୀ ମହାପାତ୍ର, ଅକ୍ଷୟ ଖଟୁଆ, ମହେଶ ମଲ୍ଲ, ବିଶ୍ବନାଥ ପାତ୍ର, ଦୀପକ ନାୟକ, ରାମଚନ୍ଦ୍ର ସି˚, ଶୁଭେନ୍ଦୁ ମୂଳିଆ, ବାଲୁ କିଶୋର ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ

The post ସାଆନ୍ତସାହିରେ କୁମାରୋତ୍ସବ first appeared on Sambad.



from ଜିଲ୍ଲା – Sambad https://ift.tt/321F4jc