ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ସବରେଜିଷ୍ଟାର ଅଫିସର କିରାଣୀ ରତ୍ନାକର ମହାନ୍ତିଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁର ଭିଜିଲାନସ ପକ୍ଷରୁ ରତ୍ନାକର ମହାନ୍ତିଙ୍କ ଚହଟାରେ ଥିବା ପୈତୃକ ଘର, ଜାରକାରେ ଥିବା ଭଡ଼ା ଘର, ଚାନ୍ଦପୁରରେ ଶଶୁର ଘର, ଜାତୀୟ ରାଜପଥରେ ଥିବା ହୋଟେଲ୍‌ ଆକାଶ  ଓ ଅନ୍ୟ କେତେକ ସଂପର୍କୀୟଙ୍କ ଘରେ ଚଢଉ ଜାରି ରହିଛି।

The post ଧର୍ମଶାଳା ସବରେଜିଷ୍ଟାର ଅଫିସର କିରାଣୀଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ first appeared on Sambad.



from ଜିଲ୍ଲା – Sambad https://ift.tt/36yZykO