
ମାଲକାନଗିରି: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ଜାତୀୟ ରାଜପଥ ପାଙ୍ଗମ ଗ୍ରାମ ନିକଟରେ ଏକ ପୋଲ ତଳକୁ ଖସିଯାଇଥିଲା କାର । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ସକାଳୁ ଗାଡ଼ି ନିକଟରେ ପହଞ୍ଚି ତଦାରଖ କରିବା ପରେ ମାଥିଲି ପୁଲିସକୁ ଖବର ଦେଇଥିଲେ।
The post ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର first appeared on Sambad.
from ଜିଲ୍ଲା – Sambad https://ift.tt/34Rl7NF
0 Comments