କୋରାପୁଟ: ଆଜି ପୁଲିସ୍ ମହାନିର୍ଦେଶକ ଅଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ସେ କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ ସହ ମାଓ ମୁକାବିଲା ସ୍ଥିତିର ସମୀକ୍ଷା କରିବା ସହ ଏଲ୍ ଡବ୍ଲୁଇ ଅପରେସନ୍ ଏବଂ ଗଞ୍ଜେଇ କାରବାରର ମୁକାବିଲା ଲାଗି ପୁଲିସର ପ୍ରଶଂସା କରିଥିଲେ।

ଏହି ସମୟରେ ଡାଇରେକ୍ଟର ଇଣ୍ଟେଲଜେନ୍ସି, ଆଇଜି ଅପରେସନ୍, ଆଇଜି, ବିଏସ୍ଏଫ୍ ଏବଂ ଯୁଗ୍ମ ନିର୍ଦେଶକ ଆଇବି ପ୍ରମୁଖ ଉପସ୍ଥିତ ଥିଲେ।

The post ସୁନାବେଡ଼ାରେ ମାଓ ମୁକାବିଲା ସ୍ଥିତିର ସମୀକ୍ଷା କରିଲେ ପୁଲିସ୍ ମହାନିର୍ଦେଶକ first appeared on Sambad.



from ଜିଲ୍ଲା – Sambad https://ift.tt/32nd7Cz