ପାଟଣାଗଡ଼: ପାଟଣାଗଡ଼ର ୬ଜଣ ହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ପାଟଣାଗଡ଼ ପୁଲିସ । ସୁରେଶ ମାଝୀ ଓ ବବଲୁ ଜାନୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ୍ । ପୂର୍ବରୁ ଶିବା ଏବଂ ଭୋଳାଙ୍କୁ ପାଟଣାଗଡ଼ ପୁଲିସ ଅଟକ ରଖିଥିଲା । ମୃତକ ବୁଲୁ ଜାନୀର ପରିବାର ଲୋକ ଅଭିଯୋଗ କରିଛନ୍ତି କି ଘରେ ଗାତ ଖୋଳା ହୋଇଛି ।
ଆଉ ଯେଉଁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ତାହା ତାଙ୍କ ନିଜ ଘରର । ଘରେ ଆଗରୁ ରଖାଯାଇଥିଲା । ତେଣୁ ହତ୍ୟାକାରୀ ନିଜେ ଆଣିଥିବା ଅସ୍ତ୍ରଶସ୍ତ୍ରରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୁଲୁ ଜାନୀର ପରିବାର ଲୋକ ଭୟଭୀତ ହୋଇ ସମ୍ପୃକ୍ତ ଅଂଚଳ ଛାଡ଼ି ଝାଡ଼ଖଣ୍ଡ ଚାଲିଯିବା ପାଇଁ କହୁଛନ୍ତି ।
The post ପାଟଣାଗଡ଼ ହତ୍ୟା ମାମଲାରେ ଆଉ ୨ ଜଣ ଅଟକ first appeared on Sambad.
from ଜିଲ୍ଲା – Sambad https://ift.tt/38HS7Kw
0 Comments