ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭଯୋଗରେ ରାଜଧାନୀର ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଉଥିବାର ଖବର ମିଳିଛି। ଉକ୍ତ ଅଧ୍ୟାପକଙ୍କ ନାମ ଡକ୍ଟର ପ୍ରସନ୍ନ କୁମାର ମିଶ୍ର ବୋଲି ଜଣାଯାଇଛି।

ସେ ଘାଟିକିଆରେ ଥିବା କଲେଜ ଅଫ୍ ଇଂଜିନିୟିରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି)ରେ ଗଣିତ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ଆଜି ସକାଳୁ ତାଙ୍କ ଖଣ୍ଡଗିରିସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି।

The post ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭଯୋଗରେ ସିଇଟିର ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢଉ first appeared on Sambad.



from ଜିଲ୍ଲା – Sambad https://ift.tt/3nQRT86