
ପାଇକମାଳ : ପାଇକମାଳ ଥାନା ଝିଟିକି ପଞ୍ଚାୟତ ର ଶୋଭାପତି ଧରୁଆ (୪୬) କୁ ଶୁକ୍ରବାର ସକାଳେ ଧାନ ମଡାଇ ଫେରୁଥିବା ବେଳେ କପିଳାସପୁର ରାସ୍ତାରେ ଗୋଟିଏ ଭାଲୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କର ଡାହାଣ ହାତ ଓ ମୁଣ୍ତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ପାଇକମାଳ ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ପଦ୍ମପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।
The post ପାଇକମାଳ : ଭାଲୁ ଆକ୍ରମଣରେ ଚାଷୀ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/2UpDjrL
0 Comments