
ପାରାଦୀପ:୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପାରାଦୀପରେ ପହଞ୍ଚିଥିବା ଜଣାଯାଇଛି| ସକାଳୁ ଅଚାନକ ଗସ୍ତରେ ଆସି ସ୍ଥାନୀୟ ନେହେରୁ ବଙ୍ଗଳା ନିକଟରୁ ଏକ ସ୍ଵତନ୍ତ୍ର ବୋଟ୍ ଯୋଗେ ମୁହାଣ ମୁହଁ ନିକଟ ମହାନଦୀରେ ସ୍ଥିତି ପରଖିଥିବାର ସୂଚନା ମିଳିଛିl ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଓ ଇଫକୋର ନିର୍ମାଣାଧୀନ ଜେଟୀର ସ୍ଥିତି ସମୀକ୍ଷା କରୁଥିବା ଜଣାପଡ଼ିଛି|
ତାଙ୍କ ସହ ପରିବହନ କମିସନର ମନୋଜ ମିଶ୍ର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାଏ ପ୍ରମୁଖ ଯାଇଥିବା ଜଣାପଡ଼ିଛି |
The post ପାରାଦୀପରେ ୫ଟି ସଚିବ, ମୁଖ୍ୟଶାସନ ସଚିବ : ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦରର ସ୍ଥିତି ସମୀକ୍ଷା କଲେ first appeared on Sambad.
from ଜିଲ୍ଲା – Sambad https://ift.tt/2KLkGwY
0 Comments