
ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଏକ କମାଣ୍ଡର ଗାଡ଼ି ଓଲଟି ୪ ଜଣ ଗୁରୁତର ହୋଇଛନ୍ତି।
ଗୁରୁତରମାନଙ୍କ ମଧ୍ୟରେ ଜଣେ ପ୍ରସୂତି ବଣ୍ଡା ମହିଳା ଥିବା ଜଣାଯାଇଛି। ପ୍ରସୂତି ବଣ୍ଡା ମହିଳାଙ୍କ ଗୋଡ଼ କଟିଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପ୍ରସୂତି ମହିଳାଙ୍କୁ କୋରାପୁଟ ମେଡିକାଲକୁ ପଠାଯାଇଛି। ଅପରପକ୍ଷରେ ଗୁରୁତରମାନଙ୍କୁ ଖଇରପୁଟ ମେଡିକାଲରେ ଚିକିତ୍ସା କରାଯାଉଛି।
The post ବଣ୍ଡା ଘାଟିରେ ସଡ଼କ ଦୁର୍ଘଟଣା: ପ୍ରସୂତି ବଣ୍ଡା ମହିଳାଙ୍କ କଟିଗଲା ଗୋଡ଼, ଅନ୍ୟ ୩ଜଣ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/2WwGRt7
0 Comments