ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ସ୍କୁଲ ଭିତରେ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରା ମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଜଣେ ଛାତ୍ର ଗୁରୁତର ହୋଇ ଚିକିତ୍ସିତ ହେଉଛି ।

ମିଳିଥିବା ସୂଚନା ଅନୁସାରେ ଗାଙ୍ଗପୁର ଥାନା ବଡ଼ ବୋରସିଙ୍ଗ ଆଞ୍ଚଳିକ ସ୍କୁଲରେ  ଥଟା ମଜାରୁ ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ବଚସା ହୋଇ ଏହି ଛୁରାମାଡ଼ ହୋଇଥିଲା । ଏଥିରେ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛି । ସ୍କୁୁଲ କର୍ତ୍ତୃପକ୍ଷ ଅନ୍ୟ ଛାତ୍ରକୁ ଅଟକ ରଖିଥିବା ଜଣାଯାଇଛି ।

The post ସ୍କୁଲରେ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରାମାଡ଼, ଜଣେ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3roRhZX