
ବଲାଙ୍ଗୀର: ଆସନ୍ତା ୧୯ ତାରିଖରୁ ଯୁକ୍ତତିନି ଦ୍ୱିତୀୟ ବର୍ଷର ସେକେଣ୍ଡ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ବର୍ତ୍ତମାନ ସାରା ଓଡ଼ିଶା ସମେତ ବଲାଙ୍ଗୀର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଣୁ ଅଫ୍ଲାଇନ୍ ବଦଳରେ ଅନ୍ଲାଇନ୍ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରି ଧାରଣାରେ ବସିଥିଲେ। ଶତାଧିକ ଛାତ୍ରଛାତ୍ରୀ ବହୁ ସମୟ ଧରି ଆନ୍ଦୋଳନରେ ବସି ରହିଥିଲେ। ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଅନ୍ଲାଇନ୍ ପରୀକ୍ଷା କରାଯାଇପାରିବନି, ଦରକାର ପଡ଼ିଲେ ପରୀକ୍ଷାକୁ ଘୁଞ୍ଚାଇ ଦିଆଯିବ ବୋଲି କହିଥିଲେ।
The post ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ first appeared on Sambad.from ଜିଲ୍ଲା | Sambad https://ift.tt/2RrleLw
0 Comments