
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।
ଗୁରୁବାର ଭୋର ୪ଟାରେ ରାୟଗଡ଼ା ସହର ସମେତ ଜେକେପୁର, ଥେରୁବାଲି, କଲ୍ୟାଣସିଂହପୁର ପ୍ରଭୃତି ଅଞ୍ଚଳରେ ଏକ ବଡ଼ଧରଣର ଶବ୍ଦ ସହ ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା। କିଛି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଲୋକେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି।
The post ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ first appeared on Sambad.from ଜିଲ୍ଲା | Sambad https://ift.tt/3x1jQzy
0 Comments