
ଚଣ୍ତିଖୋଲ : ବହୁ ଚର୍ଚ୍ଚିତ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତ ମାତାମଠ ପୋଲଛକ ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଭ୍ୟାନ ପୋଡ଼ି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ବସନ୍ତରାଜ ସାମଲ ଓରଫ ମିଟୁଙ୍କୁ ନିଲମ୍ବିତ କରାଯାଇଛି। ମାସେ ହୋଇଗଲା ଫେରାର ମିଟୁଙ୍କର ପତ୍ତା ପାଇପାରୁ ନଥିବା ପୁଲିସ ଶିକ୍ଷା ବିଭାଗକୁ ଅବଗତ କରାଇବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ତାଙ୍କର କୌଣସି ଖୋଜଖବର ମିଳୁ ନଥିବାରୁ ଶେଷରେ ଆଜି ଶିକ୍ଷା ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
The post ପୁଲିସ ଭ୍ୟାନ୍ ପୋଡ଼ି ଘଟଣା: ଫେରାର ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ first appeared on Sambad.from ଜିଲ୍ଲା | Sambad https://ift.tt/2R9QY7X
0 Comments