
କଟକ: ଷ୍ଟେସନ ବଜାର ମଠ ସାହି ଏକ ଘରୁ ମହିଳାଙ୍କ ଅର୍ଧଦଗ୍ଧ ଶରୀର ଉଦ୍ଧାର ହୋଇଛି।ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ମହିଳାଙ୍କ ପୋଡ଼ିହେଇ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।
ମହିଳାଙ୍କ ପରିଚୟ ମିଳି ପାରି ନାହିଁ। ଖବର ପାଇ ମାଲଗୋଦାମ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଅଗ୍ନିକାଣ୍ତ ସର୍ଟସର୍କିଟ ଯୋଗୁଁ ହୋଇଥିବା କୁହାଯାଉଛି।
The post ଘରୁ ମହିଳାଙ୍କ ଅର୍ଧଦଗ୍ଧ ଶରୀର ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/33dsddI
0 Comments