ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ସ୍ବାମ୍ ଶାସନ କ୍ଲବ୍ଘର ନିକଟରେ ସିମେଣ୍ଟ ଖାଲି କରିବା ପରେ ଟ୍ରକ୍ କ୍ୟାବିନ ଉପରେ ଚଢ଼ି ପାଲ ବାନ୍ଧୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୋହନ ବୋଲି ଜଣାପଡ଼ିଛି। ଟ୍ରକ୍ଟି ପାରାଦୀପରୁ ସିମେଣ୍ଟ ନେଇ ସ୍ୱାମ ଶାସନକୁ ଆସିଥିଲା। ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ, ଏସ୍ଆଇ ଶିବଶଙ୍କର ଆଲଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ବିଦ୍ୟୁତ୍ ଆଘାତରେ ଚାଳକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3obmQoZ
0 Comments