କୋରାପୁଟ: କରୋନାରେ ସଂକ୍ରମିତ ହେବ। ପରେ ମାନସିକ ଭାରସାମ୍ୟ ହରାଇ ୭୦ ବର୍ଷିୟ ବୃଦ୍ଧ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ବୃଦ୍ଧଙ୍କ ନାମ ସୁନିଲ ହ।ଲଦ।ର। ସେ କରୋନାରେ ସଂକ୍ରମିତ ହେବା ପରେ ପୁଅ ତାରକ ହ।ଲଦ।ରଙ୍କ ଘରେ ୭ ଦିନ ହେଲା ସଙ୍ଗରୋଧରେ ଥିଲେ। ଉମରକୋଟରେ ଥିବା ଆଇ ଟି ଡି ଏ ଅଫିସ ପଛ ପଟେ ଥିବା ଏକ ସାହିରେ ଘଟଣା ଘଟିଛି। ପୁଲିସ ପହଞ୍ଚି ଶବସତ୍କାର କରିଛି।

The post କରୋନାରେ ସଂକ୍ରମିତ ହେବା ପରେ ମାନସିକ ଭାରସାମ୍ୟ ହରାଇ ୭୦ ବର୍ଷିୟ ବୃଦ୍ଧଙ୍କ ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3wnwrMy