ପୁରୀ: ଶ୍ରୀମନ୍ଦିରରେ ଅଘଟଣ। କାଳବୈଶାଖୀ ବର୍ଷା ପବନ ନୀଳଚକ୍ର ବାନା ବାଉଁଶ  ଭାଙ୍ଗିପଡ଼ିଛି। କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରାୟ ଅଧଘଣ୍ଟା ପବନ ସହ ବର୍ଷା ଏହି ବାନା ବାଉଁଶ ଭାଙ୍ଗିପଡ଼ିଥିଲା। ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା କହିଛନ୍ତି ସେବାୟତ।

The post ଶ୍ରୀମନ୍ଦିରରେ ଅଘଟଣ: କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିପଡ଼ିଲା ନୀଳଚକ୍ର ବାନା ବାଉଁଶ  first appeared on Sambad.

from ଜିଲ୍ଲା | Sambad https://ift.tt/3he8UJD