ବରଗଡ଼ : ‘ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପାଠ୍ୟକ୍ରମରେ ସାମିଲ କରାଯିବାକୁ କୋଶଲ ରାଜ୍ୟ ସମନ୍ବୟ ସମିତି ତୀବ୍ର ବିରୋଧ କରିଛି। ଆସନ୍ତା ୨୯ ତାରିଖ ସବୁ ଜିଲ୍ଲାରେ ଏହାର ପ୍ରତିବାଦ କରିବାକୁ ସମିତି ନିଷ୍ପତ୍ତି ନେଇଛି। ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଯିବ। କୋସଲାଞ୍ଚଳର ଲୋକଙ୍କ ଭାବାବେଗ ସହ ଖେଳି ସରକାର ଏକପାଖିଆ ନିଷ୍ପତ୍ତି ନେଇଛନ୍ତି ବୋଲି ସମିତି ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଅଭିଯୋଗ କରିଛନ୍ତି।

The post ପାଠ୍ୟ ପୁସ୍ତକରେ ବନ୍ଦେ ଉତ୍କଳ ଜନନୀ ସାମିଲକୁ ବିରୋଧ, ୨୯ରେ ସବୁ ଜିଲ୍ଲାରେ ପ୍ରତିବାଦ first appeared on Sambad.

from ଜିଲ୍ଲା | Sambad https://ift.tt/3qoytdq