
ବୌଦ୍ଧ : ଅନୁଗୁଳ ଜିଲ୍ଲା କିଆକଟା ପଞ୍ଚାୟତ ନାଏକପଡ଼ା ଗ୍ରାମ ନିକଟ ମହାନଦୀରେ ମାଛ ଧରା ଜାଲରେ ଏକ ବିରାଟ ବୁଦ୍ଧ ମାଛ ଧରାପଡ଼ିଛି। ଜାଲରେ ଦୁଇଟି ମାଛ ଲାଗିଥିବା ବେଳେ ବଡ଼ ମାଛର ଲମ୍ବ ୫ ଫୁଟ ଓ ଓଜନ ୩୫ କିଲୋ ଥିଲା। ମାଛଟିକୁ ବୌଦ୍ଧ ବାଛ ବଜାରକୁ ବିକ୍ରି ପାଇଁ ଅଣାଯାଇଥିବା ବେଳେ ଦେଖଣାହାରିଙ୍କ ଭିଡ଼ ଜମିଥିଲା।
The post ମହାନଦୀରୁ ଧରା ହେଲା ୩୫ କିଲୋ ଓଜନର ମାଛ first appeared on Sambad.from ଜିଲ୍ଲା | Sambad https://ift.tt/3gCpK41
0 Comments