
ଆନନ୍ଦପୁର: ଆନନ୍ଦପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ଆଜି ସକାଳ ପ୍ରାୟ ୭ଟା ସମୟରେ ଶାଳପଡ଼ା କଲୋନୀର ଚାରିଜଣ ନାବାଳକ ଘସିପୁରା ବ୍ଲକ ଘାଟ ନିକଟରେ ବୈତରଣୀ ନଦୀରେ ଗାଧୋଇବାକୁ ଯାଇଥିଲେ। ହଠାତ୍ ନଦୀରେ ପାଣି ଆସିବାରୁ ସେମାନେ ଭାସି ଯାଇଥିଲେ। ଦୁଇଜଣ ପହଁରି କୂଳରେ ଲାଗିଥିବା ବେଳେ ଅନ୍ୟ ଦୁଇ ଜଣ ନଦୀ ମଝିରେ ଥିବା ପଥରକୁ ଧରି ଜୀବନ ବଞ୍ଚାଇଥିବା ସୂଚନା ରହିଛି।
The post ଗାଧୋଇବା ବେଳେ ବୈତରଣୀ ନଦୀରେ ଭାସି ଯାଇଥିବା ଚାରି ନାବାଳକ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3qkDljM
0 Comments