
ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲାର ଭାରତୀୟ ସେନାରେ କାର୍ଯ୍ୟରତ ଯବାନ୍ ସଞ୍ଜୟ କୁମାର ପ୍ରଧାନ ଶ୍ରୀନଗରରେ ଡ୍ୟୁଟି କରୁଥିବା ସମୟରେ ସହିଦ୍ ହୋଇ ଯାଇଛନ୍ତି। ତାଙ୍କ ଜନ୍ମମାଟି ରାଇକିଆ ବ୍ଲକ୍ ପେଟାପାଙ୍ଗା ପଞ୍ଚାୟତ ବାଗ୍ରାମା ଗ୍ରାମରେ ଏହି ଖବର ପହଞ୍ଚିବା କ୍ଷଣି ଶୋକର ଛାୟା ଖେଳିଯାଇଛି। ତେବେ ସଞ୍ଜୟଙ୍କ କିଭଳି ପରିସ୍ଥିତିରେ ମୃତ୍ୟୁ ଘଟିଲା ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
The post କନ୍ଧମାଳର ଯବାନ ସହିଦ first appeared on Sambad.from ଜିଲ୍ଲା | Sambad https://ift.tt/3zpXVDq
0 Comments