
ଭଦ୍ରକ : ଭଦ୍ରକରେ ଶୁକ୍ରବାର ଦିନ ପୁଣି ବ୍ରାଉନ୍ ସୁଗାର ଜବତ ହୋଇଛି। ସନ୍ଥିଆ ବ୍ରିଜ୍ ନଂଗାମହଲା ଠାରେ କୋଭିଡ୍ କଟକଣା ଯାଞ୍ଚ୍ ବେଳେ ୨ ଯୁବକଙ୍କ ଠାରୁ ୧୧୦ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି ପୁରୁଣାବଜାର ପୁଲିସ। ଯାଞ୍ଚ୍ ସମୟରେ ବାଇକ୍ରେ ଯାଉଥିବା ଦୁଇ ଯୁବକଙ୍କ ପ୍ରତି ପୁଲିସର ସନ୍ଦେହ ହୋଇଥିଲା। ଆଉ ଦୁଇ ଜଣଙ୍କୁ ଅଟକାଇ ତାଙ୍କ ନିକଟରୁ ବ୍ରାଉନ୍ ସୁଗାର ଜବତ କରିଥିଲା ପୁଲିସ।
The post ୧୧୦ ଗ୍ରାମର ବ୍ରାଉନ୍ ସୁଗାର ଜବତ, ଦୁଇ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3iR7B3X
0 Comments