
ରାମଚନ୍ଦ୍ରପୁର : ଜିଲ୍ଲା ବ୍ୟାପୀ କରୋନା କଟକଣା ସହ ୧୪୪ ଧାରା ବଳବତ୍ତର ଥିବା ସତ୍ତ୍ବେ ରାମଚନ୍ଦ୍ରପୁର ବଜାରରେ ଥିବା ସନ୍ତୋଷୀ ମା’ ଫେସନ ଡ୍ରେସ ହାଉସ ନାମକ ଏକ ଦୋକାନୀ ସଟର ଖୋଲି ଦୋକାନ ଭିତରେ ଅନେକ ଲୋକଙ୍କୁ ପୂରାଇ ବେପାର କରୁଥିବା ସମୟରେ ରାମଚନ୍ଦ୍ରପୁର ପୁଲିସ ଚଢଉ କରିଥିଲା। ଦୋକାନ ଭିତରେ ଅନେକ ଲୋକ ଥିଲେ ମଧ୍ୟ କେତେକଙ୍କ ମୁହଁରେ ମାସ୍କ ନଥିଲା। ସଙ୍ଗେସଙ୍ଗେ ଦୋକାନ ଭିତରୁ ଲୋକଙ୍କୁ ବାହାର କରି ଦୋକାନକୁ ସିଲ କରିବା ସହ ଦୋକାନ ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବା ସହ ତାଗିଦ କରିଥିବା ସୂଚନା ମିଳିଛି।
The post ରାମଚନ୍ଦ୍ରପୁର: ଦୋକାନ ସିଲ କଲା ପୁଲିସ first appeared on Sambad.from ଜିଲ୍ଲା | Sambad https://ift.tt/35jMEqv
0 Comments