
କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଜଟଗଡ଼ ଗାଁର ଏକ ଆମ୍ବ ବଗିଚାରୁ ବିରଳ ପ୍ରଜାତିର ଏକ ମୃତ ଉଡ଼ନ୍ତା ମୂଷା ଉଦ୍ଧାର ହୋଇଛି। ସୂଚନାନୁସାରେ ଜଟଗଡ଼ ଗାଁ ନିକଟସ୍ଥ ଖଲିଆଯୋର ପାଖରେ ଥିବା ଆମ୍ବ ବଗିଚାରେ ଶନିବାର ଏହି ବିରଳ ପ୍ରଜାତିର ଉଡ଼ାନ୍ତ ମୂଷା ମରି ପଡ଼ିଥିବା ଦେଖିଥିଲେ। ପ୍ରଥମ ଥର ଏପରି ମୂଷା ଦେଖା ଦେଇଥିବା ବେଳେ ମୂଷାଟିକୁ ପୋତି ଦିଆଯାଇଥିବା ଜଣାପଡ଼ିଛି।
The post ମୃତ ଉଡ଼ନ୍ତା ମୂଷା ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3dfNmcw
0 Comments