
କେସିଙ୍ଗା : କେସିଙ୍ଗା ଥାନା ସମ୍ମୁଖରେ ଏକ କାର୍ରୁ ୮୦ କେଜି ଗଞ୍ଜେଇ ଜବତ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଲେ ବିହାର ବସ୍ତର ଅଞ୍ଚଳର ଅର୍ଜୁନ ପାଣ୍ଡେ ଓ ବନ୍ଧନ ଚୌଧୁରୀ।
ସୂଚନାଯୋଗ୍ୟ ଯେ, ଏକ ସୁଇଫ୍ଟ କାର୍ରେ ଦୁଇ ଅଭିଯୁକ୍ତ ଆମପାଣି ଅଞ୍ଚଳରୁ ବିହାରକୁ ଉକ୍ତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଥିଲେ ବୋଲି ଆଇଆଇସି ସତ୍ୟକୁମାର ନନ୍ଦ ପ୍ରକାଶ କରିଛନ୍ତି।
The post ଗଞ୍ଜେଇ ଜବତ ଘଟଣା, ୨ କୋର୍ଟ ଚାଲାଣ first appeared on Sambad.from ଜିଲ୍ଲା | Sambad https://ift.tt/364SBIk
0 Comments